ରାଜଧାନୀରେ ଅଟୋ ସେବା ଠପ : ଅପମାନ ପାଇଁ ଅଟୋ ଚାଳକ ସଂଘର ଆନ୍ଦୋଳନ

ଭୁବନେଶ୍ୱର: ଆଜି ରାଜଧାନୀରେ କାଁଭାଁ ଅଟୋ ଚାଲୁଥିବାର ଦେଖିବାକୁ ମିଳିଛି। ଏଣେ ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ଚାଳକ ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ଗତକାଲି ଦିଆଯାଇଥିବା ଅପମାନର ପ୍ରତିଶୋଧ ନେବା ଲାଗି ଆଜି ସେମାନେ ଏହାର ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିବେ। ଏଥିଲାଗି ଆଜି ରାଜଧାନୀର ଲୋୟର ପିଏମଜି ଛକ ଓ ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ବହୁସଂଖ୍ୟକ ଅଟୋଚାଳକ ଏକତ୍ରିତ ହୋଇଧାରଣା ଦେଇଛନ୍ତି। ସଂଘର ସଭାପତି କହିଛନ୍ତି, … Continue reading ରାଜଧାନୀରେ ଅଟୋ ସେବା ଠପ : ଅପମାନ ପାଇଁ ଅଟୋ ଚାଳକ ସଂଘର ଆନ୍ଦୋଳନ